by ଶ୍ରୀମାନି ପ୍ରିୟଦର୍ଶିନୀ ଦାସ ✓ · 6 Mar 2020
" କୁବୁଲ୍ ହେ " ସୁବ୍ରତ ସବନମ୍ ର ପ୍ରତି ଉତ୍ତର ଦେଲା । ଏବଂ ଦୁହେଁ ଯାତ୍ରା ଆରମ୍ଭ କଲେ, ଯେଉଁ ଯାତ୍ରା ର ଶେଷ ନଥିଲା ।" ସମାଜ ସିନା ଧର୍ମ ର ପାଚେରୀ ଠିଆ କରିଛି, କିନ୍ତୁ ସେମାନଙ୍କ ପ୍ରେମ ସେଇ ଧର୍ମର ପାଚେରୀ କି ଭାଙ୍ଗି ଦେଇଛି ।
Loading comments…
Loading comments…