by Narayan chandra Senapati ✓ · 30 Apr 2019
ମଣିଆ କହିଲା, ଛି ଛି...ଥୁ ଥୁ...ସେ ଅଲାଜୁକଙ୍କୁ,ଆମକୁ ଦେଖାଉଛନ୍ତି ଏମାନେ ରାଜନୀତି,ରାଜନୀତି ତ ନୁହଁ... କୁକୁରିଆ ରାଜନୀତି। ଆସୁଛି ମାଷ୍ଟ୍ରେ, ଜୁହାର,ଦେଖିବେ ଏଥର ନିର୍ବାଚନରେ ଏ କୁକୁରିଆଙ୍କୁ ଯଦି ମୂଳପୋଛ ନ କରିଛୁ... ତାହେଲେ...ଆମ ନାଁରେ କୁତା ପାଳିବ।
Loading comments…
Loading comments…