by ଓଡିଆ ଗଳ୍ପ ✓ · 21 Aug 2018
ମାଟି ହାଣ୍ଡିରୁ ପାଣି ନିଗାଡ଼ି ବୋଉ ଖୋଜିଲା କଉମାଛମାନଙ୍କୁ ଅତି ଆଗ୍ରହରେ । ଦେଖିଲା ସବୁ ମରି ଯାଇଛନ୍ତି । ବୋଉ ପାଟିରୁ କଥା ବାହାରିଲା ନାହିଁ ।
Loading comments…
Loading comments…