by JITENDRA KUMAR KONHAR ✓ · 19 Dec 2019
ଶେଷରେ ନନ୍ଦିନୀ କହିଲା,“ଯାହା ହେଉ ତୁମେ ମତେ ବୁଝି ପାରିଛ ଆଉ ମତେ ଭୁଲ ବୁଝିନ ସୋ ଥାଙ୍କ ୟୁ । ଆଉ ଏ ଭିତରେ କେତେବେଳେ ରାଜ ଠାରୁ ନନ୍ଦିନୀ ବିଦାୟ ନେଇ ସାରିଥିଲା ଆଉ ଫୋନ ଟି କଟି ଯାଇଥିଲା ରାଜ ଜମା ବି ଜାଣି ପାରି ନ ଥିଲା ।
Loading comments…
Loading comments…