by akash bhola ✓ · 25 Oct 2019
" ଆରେ ଏତେ ବର୍ଷ ପରେ ଅର୍ପିତା ଏବେ ବି ତାକୁ ଅପେକ୍ଷା କରିଛି । ତା' ହେଲେ ଚିଠି ଦେବାକୁ ଡେରି କାଇଁ କଲା ଯେ ! ସେ ତ ଗୋଟେ ବର୍ଷ ପରେ ଫେରିବାକୁ କହିଥିଲା । କ'ଣ ସେ ବି ତା ପରି ଜିଦ ଧରି ବସିଛି ।
Loading comments…
Loading comments…