by Jyotiranjan Sahu ✓ · 5 Oct 2019
ଭରତ ବାବୁଙ୍କ କାନ୍ଦ ଶୁଣି ପାଖ ରୁମ୍ ରେ ଏଫ୍ ଏମ୍ ଶୁଣୁଥିବା ରୀମା ,ସୀମା କୁ ନେଇ ତ୍ବରିତ ବେଗରେ ଗଲା ବାପାକଂ ରୁମ ଆଡକୁ । ଆଉ ଦୁଇଜଣ ବାପାଙ୍କୁ କୁଣ୍ଢାଇ ଧରି କହୁଥିଲେ " ବାପା ! ଆମକୁ କ୍ଷମା କର "!
Loading comments…
Loading comments…