by Jyotiranjan Sahu ✓ · 22 Aug 2019
ମୋ ଆଖିରେ ଥିବା ପ୍ରେମରସଟା ଯେମିତି ଜଗିରହିଥିଲା ତାର ବନ୍ଦ ଆଖିକୁ । ଅବିଳମ୍ବେ ଲମ୍ଫପ୍ରଦାନ କରି ଖସିପଡୁଥିଲା ମୋ ହାତ ଉପରେ ଥିବା ତା ହାତର ପାପୁଲି ଉପରେ ।
Loading comments…
Loading comments…