by Prasanta kumar Hota ✓ · 8 Oct 2020
ପ୍ରେରଣା ଦେଉଥିବା ବ୍ୟକ୍ତି କେବେ ମୂର୍ଖ ହୋଇ ନପାରେ । ତୋର ପାଠ ପଢିବାକୁ ମନ ନାହିଁ ବୋଲି ପାଠ ପଢୁନୁ । ତୋ ପାଖରେ ବିଦ୍ୟା ନଥିଲେ ବି ବୁଦ୍ଧି ବହୁତ ଅଛି । ଦିନ ଆସିବ ଦେଖିବୁ ସେହି ବୁଦ୍ଧି କେମିତି ବିଦ୍ୟାକୁ କରାୟତ୍ତ କରି ରଖିବ ।
Loading comments…
Comments
Loading comments…