by Priyadarshini Mishra ✓ · 22 Apr 2022
ଏସବୁ ଗରମ ବଢି ଲେମ୍ବୁ ଦାମ ବଢିଯିବାର ପାର୍ଶ୍ୱପ୍ରତିକ୍ରିୟା ବୋଲି ବୁଝିବାକୁ ବିଜୁକୁ ବେଶୀ ସମୟ ଲାଗିଲାନି । ମାଆ କାହିଁକି ଘରକୁ ଲେମ୍ବୁ ଆଣୁନଥିଲା ତାହା ବିଜୁ ସ୍ପଷ୍ଟ ବୁଝିପାରୁଥିଲା । ଲେମ୍ବୁ ନ କିଣି ଘରକୁ ଫେରିଲା ବେଳେ ଲଙ୍କା ଓ ରସୁ
Loading comments…
Loading comments…