Loading…
ତୁମେ ତ ଏତେ ପାଠଶାଠ ପଢିଛ, ତୁମ ବନ୍ଧୁ ରାଘବ ସହ ମିଶି ଚାକିରି ଟିଏ ପାଇଁ ଚେଷ୍ଟା କରୁନ । ତୁମେ ଚାକିରି କଲେ ଘରଟା ହେଲେ ଟିକିଏ ଭଲରେ ଚଳନ୍ତା । ଲଜ୍ଜ୍ଯାରେ ଆଉ ପଦେ ବି କଥା କନ୍ଦର୍ପ କହି ନପାରି ଏକ ମୁହାଁ ହୋଇ ରାଘବ ପାଖକୁ ଗଲା । କଥାବାର୍ତ୍ତା ହୋଇ ଦୁହେଁ ଚାକିରି ପାଇଁ ବାଙ୍ଗାଲୋର ଚାଲିଗଲେ । ବାଙ୍ଗାଲୋରରେ ରାଘବ ଓ କନ୍ଦର୍ପ ଏକ ନାମିଦାମି କୋମ୍ପାନୀରେ ଉଚ୍ଚ ପଦବୀରେ ଚାକିରି ପାଇଲେ ।
Comments
Loading comments…