by Krishna Mishra ✓ · 8 Aug 2020
ମନୁଷ୍ୟ ଜାତି ପୃଥିବୀରେ ପ୍ରଦୂଷଣ ଭରି ଦେଇଥିଲା।ଚତୁର୍ଦିଗେ ନରକ ପ୍ରାୟ। ବାୟୁମଣ୍ଡଳର ଗ୍ୟାସ୍ ବିଷାକ୍ତ ସମୁଦ୍ର ନାଳରେ ପରିଣତ।
Loading comments…
Loading comments…