by Sucharita Parida ✓ · 9 Oct 2019
ଏତେ ସବୁ ପରେ ଗୋଟିଏ କଥା ମନେ ପଡ଼ୁଥିଲା, 'ଲକ୍ଷ୍ମୀ ଛାଡିଯିବେ'। ଭାବିଲି ବୋଉ ସୁସ୍ଥ ହେବାପରେ ତାକୁ କହିବି, ତୁ ହିଁ ଘରର ଲକ୍ଷ୍ମୀ, ତୋ ଦେହ ଖରାପ ହେଲାନି ଯେ ମୋତେ ସତରେ ଲକ୍ଷ୍ମୀ ଛାଡି ଗଲା ପରି ମନେ ହେଲା।
Loading comments…
Comments
Loading comments…