by Akshayakumar Dash ✓ · 18 May 2019
ମୁଣ୍ଡରେ ପଗଡି ଅଣ୍ଟାଉପର ମଇଳା ଲୁଗା , ହାତରେ ପାଞ୍ଚଣ । ହଳ ଲଙ୍ଗଳ । ଏ ହେଲା କୃଷକର ରୂପ । ଅଭାବ ଅସୁବିଧା ରେ ସଢ଼ୁଥିବା ମଣିଷ । କାମ କରି ମୁଣ୍ଡ ଝାଳ ତୁଣ୍ଡରେ ପରିଜୀବନ ।ଏପରି ମଳିମୁଣ୍ଡିଆ ଜୀବନ ଲିଭଉଥବା ମଣିଷ ହେବାକୁ କିଏ ବା ପସନ୍ଦ କରିବ ?
Loading comments…
Loading comments…