by Parameswar Ojha ✓ · 29 Jul 2019
ଅନ୍ତରର କୋହଟା ପାଟିବାଟେ ଓଃ..ଶବ୍ଦ କରି ବାହାରି ଆସିଲା ଲଲିପପ୍ କୁ ନଦେଖିବା ଦୁଃଖରେ । ଇଛା ହେଉଥିଲା ସେ ଜିନିଷ ଗୁଡା ଫୋପାଡି ଦେବାକୁ । ନିଜ ସହିତ କିଛି ଗୋଟେ ଅଘଟଣ କରି ଦେବାକୁ ।
Loading comments…
Comments
Loading comments…