Loading…
ଏହା ଭିତରେ ବିତିଗଲାଣି ପନ୍ଦର ବର୍ଷ । ଆଜିବି ସେଦିନର ଅନୁଭବଟା ସତେଜ ଅଛି । ବିଗତ ଦିନର ପରିଶ୍ରମର ମୂଲ୍ୟଟା ସମୟ ମୋତେ ଦେଇସାରିଛି । ଅଭାବର ନିବୃତ୍ତ ଖୋଳଟା ଭିତରୁ ମୁଁ ନିଜକୁ ମୁକୁଳେଇ ସାରିଛି । ସେଦିନ ସାଇକେଲ ଚୋରି ପରଠାରୁ ମୋର ଦାୟିତ୍ବବୋଧବି ବଢିଯାଇଛି ଆଉ ତାସହ ତାଳଦେଇ ହୃଦୟଟା ଆପଣାଇନେଇଛି ବାପା ମା ଭାଇ ମାନଙ୍କ ପାଇଁ ଥିବା କର୍ତ୍ତବ୍ୟପରାୟଣତାକୁ ।
Comments
Loading comments…