by Dr.Priyadarshee Praharaj ✓ · 24 Nov 2021
ଆଜି ବି ସେଇ ଛୋଟ ହୋଇ ରହିବାକୁ ଚାହେଁ, ଗାଳି ଖାଇ ତୋ ଉପରେ ଅଭିମାନ କରିବାକୁ ଚାହେଁ, ଋଷି କି ତୋ ହାତରୁ ଖାଇବାକୁ ଚାହେଁ ଆଉ ସେ ପଣତରେ ମନା କରିବା ସତ୍ତ୍ୱେ ମୁହଁ ପୋଛିବାକୁ ଚାହେଁ
Loading comments…
Comments
Loading comments…