by ଶିଶିର ସାହୁ ମନୋଜ ✓ · 31 Dec 2021
ଶକ୍ତ ଶାଳକାଠ ଓ ଲୁହା ଶିକୁଳି ଯୋଗୁଁ କବାଟର ସିନା କିଛି ହେଲା ନାହିଁ କିନ୍ତୁ ପାଇଖାନା ଭିତରେ ଥିଵା ଲୋକଟି ସେତେବେଳକୁ ଭୟରେ ବରଡା଼ ପତ୍ର ଭଳି ଥରିଵାକୁ ଲାଗିଥାଏ । ଏଇଟା କ'ଣ ସେଇ ଲୁପ୍ତପ୍ରାୟ ଜୀଵ?
Loading comments…
Comments
Loading comments…