by ତୁଷାର କାନ୍ତି ମହାନ୍ତି ✓ · 3 Jul 2020
ଫକୀର ବାବୁ ଆଖି ବୁଜି କିଛି ସମୟ ଛିଡା ହେଲେ l ଆଖି ଆଗରେ ଭାସି ଯାଉଥିଲା ଲୁସି ନାନିର ହସ ହସ ମୁହଁଟା l ମନେ ମନେ ଭାବିଲେ ନିରା ବୋଧ ହୁଏ ଠିକ କହୁଛନ୍ତି ନ ହେଲେ ତାଙ୍କର ଆଜି ଆସିବାର ପ୍ରୟୋଜନ କଣ ଥିଲା l
Loading comments…
Loading comments…