by Lopamudra Parida ✓ · 25 Oct 2021
ଏଇ ଉପାଦାନ ତିନିହେଁ ଯଦି କେବେ କ୍ରମଚୟ ଓ ସଞ୍ଚୟ ଥାକରେ ପଡନ୍ତି ତେବେ ବୋଧହୁଏ କେତେ ଦଫା ଘୁରିବାକୁ ହେବ ତୁମେ, ମୁଁ ଓ ସମୟକୁ ସରଳରେଖାରେ ଠିଆହେବାକୁ... ଠିକ୍ ମୋ ପରି... ଏକ ସଳଖ ଲ୍ୟାମ୍ପ ପୋଷ୍ଟ ପରି ମୁଣ୍ଡ ଟେକି । ନୁହେଁ !
Loading comments…
Loading comments…