by Akshayakumar Dash ✓ · 25 May 2019
ମା ପରି କିଏ ଅଛି ଜାର ଆଖି ରେ ଲୁହ କୋଡ଼ରେ କ୍ଷୀର ବିପଦେ ପଣତ କାନି କେତେ ଉପବାସ ବ୍ରତ ତୁଳସୀ ଚଉରା ମୂଳେ ନିତି ବତୀଟିଏ ଜାଳେ ପିଲାମାନଙ୍କର ମଙ୍ଗଳକାମନା କୋଟିଏ ମୁଣ୍ଡିଆମାରି ସଳିତା ପରାଏ ଜଳି ।
Loading comments…
Loading comments…