by Disambar Meher ✓ · 29 Jul 2019
ବୁଢୀର୍ ସବୁ କଥା ସୁନ୍ଲେ ପୁଜା ଆର୍ ସୀମା କାଏଲ୍ ସକାଲେ ଆମେ ହୋଷ୍ଟେଲ୍ ନୁ ଘରକେ ଜିମୁ ଜେ ତକେ ନେମୁ ବଏଲେ ଆର୍ ବୁଢୀ ଲାଗି ଖାନା ଟିକେ ଆନିଦେଲେ । ବୁଢୀ ଭାତ୍ ମୁଠେକ୍ ଖାଏଲା ଆର୍ ଗଛ୍ ତଲେ ସୁଇ ଦେଲା । ବର୍ଷା ପାଏନ୍ ପରି ପରି ବୁଢୀ ଥୁର୍ ଥୁରୁ ଥାଏ ଜର୍ ଭି ଦେହେ ଜମକ୍ ।
Loading comments…
Loading comments…