by Seetaram Dash ✓ · 22 Jul 2019
ଭଗିଆର ସାନ ପୁଅ ତା ଅଜାଙ୍କୁ ପଚାରିଲା ଆମେ ଏତେ ଲୋକ ଆଉ ଆମ କୁକୁର ବି ଅଛି, ନେଉଳକୁ ଡର ଲାଗୁନି, ଛୁଆ ପାଖକୁ ଚାଲି ଆସୁଛି? ଅଜା କହିଲେ, ସେ ପରା "ମା"। ପଶୁ ହେଉ କି ମଣିଷ "ମା" ମାନେ ହିଁ ସବୁବେଳେ ଏମିତି......।
Loading comments…
Loading comments…