ଝିଆରୀ କାନ୍ଦୁଥିଲା । ସାନଭାଇକୁ ଡାକୁଥିଲା ରକ୍ତ, ଅସ୍ତିମଜ୍ଜା, ଡାକୁଥିଲା ମାଆ ...ମମତା, କେହି କୋଉଠି ଗୋଟେ ଗୁମୁରି ଗୁମୁରି କାନ୍ଦୁଥିଲା କି କଣ !! ଧୂଳି ଘର ଖେଳ ପରେ ଖାଇବା ପାଇଁ ସେଇ ମଧୁବୋଳା ଡାକ....ସ୍ପଷ୍ଟ ରୁ ସ୍ପଷ୍ଟତର ହେଉଥିଲେ.......ଆଃ ...!!!!! କଣ ସବୁ ଘଟିଛି ଘଟିଥିଲା ସେସବୁ କୁ ପାଶୋରି ପକଉଥିଲା ମଣିଷ ।
Loading comments…