ତହିଁ ଆର ଦିନ ସକାଳୁ ସକାଳୁ ବାଘଛୁଆ ଦୁହେଁ ରୁଗ୍ଣ ମାଆ ଓ ଦୁର୍ବଳ ବଡଭାଇ (ଭୁଆଁ) ଙ୍କ ଆହାର ପାଇଁ କିଛି ଶିକାର ଖୋଜିବା ପାଇଁ ଜଙ୍ଗଲକୁ ବାହାରିବା ବେଳକୁ ଭୁଆଁ ସେମାନଙ୍କୁ କିଛି ବିଶେଷ କଥା କହିବାର ଅଛି କହି ଅଟକାଇ ମା'ବାଘ ଶୋଇଥିବା ପଥର ପାଖକୁ ନେଲା । ମା'ବାଘକୁ ଗେହ୍ଲା କରିସାରି କହିଲା ," ମା'ର ଆଜି ଏଇ ଅବସ୍ଥା ପାଇଁ କେବଳ ମୁହିଁ ଦାୟୀ ।
Loading comments…