ସ୍ତ୍ରୀ: କ'ଣ ? ତୁମ ନାଟକ! ୟା ଭିତରେ ତୁମେ ନାଟୁଆ ହୋଇଗଲଣି ! ବୋଉଲୋ ଉଜୁଡ଼ି ଗଲା ମୋ ସଂସାର । କ'ଣ କରିବି ଏବେ ?ଏ ଲୋକଟାକୁ ବାହା ହେଇ ମୋ ସ୍ବପ୍ନ ସବୁ ଅନ୍ଧାର ହେଇଗଲା । ଏବେ ଏ ଲୋକଟା ଖାଲି ରାତିରେ ଚମକିବ ଦିନରେ ମୋ ଉପରେ ଦାଉ ସାଧିବ । ନା କିଛି କରିବ ନ କରେଇ ଦେବାକୁ ଦେବ । ଖାଲି କହିବ ମୋ ଗୋଡ଼ ଚିପ, ମୋତେ ପଇଡ ପାଣି ଦିଇ । ଗରମ ନୁହେଁ ଭାତ ପଖାଳ କରି ଦିଅ । ମୁଁ ମଲିଲୋ ମୋ ମାଆ ।
Loading comments…