ଆଉ କିନ୍ତୁ ଯେମିତି ଶୌଚ ହେଇଛି କେ ଜାଣି କିଏ ଜଣେ ଆସି ତାର ଆଖିକି ଚାପିଧରି ତାର ଆଖି ଉପରେ ପଟି ଟିଏ ବାନ୍ଧି ଦେଇ ପାଟିକି ଜାବୁଡି ଧରିଲା ଅନ୍ୟ କିଏ ଜଣେ ଆସି ତାର ହାତ ଗୋଡ଼ କୁ ରସିରେ ବାନ୍ଧିଦେଲା କାଜୁ ଗଛର ଦେହରେ ଆଉ ବାରମ୍ ବାର ତାର ଇଜ୍ଜତକୁ ଲୁଟିବାରେ ଲାଗିଲା । ଜଣକ ପରେ ଆଉ ଜଣେ ଆଉ ଜଣେ ଆଉଜଣେ । କେତେ ଲୁହ ବୋହି ଯାଉଥାଏ ମାଧୁରୀର ଆଖିରୁ ଚିତତ୍କାର ଗାମୁଛା ଭିତରେ ଦବି ରହିଯାଉଥାଏ କାନ୍ଠ୍ ରୁଦ୍ଧ ପ୍ରାୟ ।
Loading comments…