by Seetaram Dash ✓ · 19 Mar 2020
ଗୋଟେ ମୃତ ପିତାଙ୍କ ନାମରେ ଅନ୍ତ୍ୟୋଦୟ କାର୍ଡ଼ରେ ୩୫ କେଜି ଚାଉଳ ସହ ଛ' ଜଣ ସଦସ୍ୟଙ୍କ ଅନ୍ୟ ଏକ ରାସନ କାର୍ଡରେ ୩୦ କେଜି ଚାଉଳ ମିଳୁଛି । ଏବେ ଜାଣିଲି ବେପରୁଆ ଖାଦ୍ୟ ନଷ୍ଟର ରହସ୍ୟ ଆଉ ତା ସହିତ ଆମର ଶାସନ ବ୍ୟବସ୍ଥା ।
Loading comments…
Loading comments…