by Rozalini Mishra ✓ · 30 Jul 2019
ବ୍ୟସ୍ତବିବ୍ରତ ହୋଇ ଘର ବାହାର ହେଉଛନ୍ତି ସୁଲଗ୍ନା। ଏତେବେଳ ହେଲାଣି କୁଆଡେ ଗଲା ଛୁଆଟା। ଅଧଘଣ୍ଟାଏ ଯାଇ ଘଣ୍ଟାଏ ହେଲାଣି ଦେଖା ନାହିଁ ଚମ୍ପାର।କିଛି ସମୟ ପରେ ପିଙ୍କୁର ପାଟି ଶୁଣି ବାହାରକୁ ବାହାରି ଆସିଲେ ସୁଲଗ୍ନା।ଦେଖିଲେ ଚମ୍ପା ଆଉ ତା ପୁଅ ପିଙ୍କୁକୁ ଛାଡିବାକୁ ଆସିଛନ୍ତି।
Loading comments…
Loading comments…