by Lipi Sahoo ✓ · 24 Dec 2020
ତା ଦେହରେ ଯେମିତି କରେଣ୍ଟ ଲାଗିଲା ସାରା ଦେହ ଝିମ୍ ଝିମ୍ ହେଇଗଲା । ଦୌଡ଼ି ଯାଇ ଟିଭି ଅନ୍ କଲା । ନ୍ୟୁଜ ଦେଖି ତା'ର ହୋସ ଉଡ଼ିଗଲା । ଖୁବ୍ ଯୋରରେ ଚିତ୍କାର କରିବାକୁ ଇଚ୍ଛା ହେଉଥାଏ । କାହିଁକି ୟେ ସବୁ ଆମ ସହିତ କାହିଁକି ??
Loading comments…
Loading comments…