by Kalyani Nanda ✓ · 7 Apr 2020
ବୋଧହୁଏ ସେଇ ତଟକା ପନି ପରିବା ଦେଖି ମାଁ ବୋଧେ ମନ ବଳାଇଛି ନିଜେ ରାନ୍ଧିକି ସମସ୍ତଙ୍କୁ ଖୁଆଇବ । ଠିକ୍ ସମୟରେ ରୋଷେଇ ସାରି, ବଢା ବଢି କରି ମାଁ ସମସ୍ତଙ୍କୁ ଖାଇବାକୁ ଡାକିଲା । ସୁଜାତା କୁ ବି ଜବରଦସ୍ତି ଖାଇବା ପାଇଁ ବାଢି ଦେଲା ।
Loading comments…
Loading comments…