ସୁକାନ୍ତୀର ପରିବାର ପୁଣି ହସି ଉଠିଲା। ଏପଟେ ଗୁଣ୍ଡିଚା ଧାର କରଜରେ ବୁଡି ରହିଥାଏ। ସାହାର୍ୟ୍ଯ ପାଇଁ ଭଉଣୀ କୁ ନିବେଦନ କରିବାରୁ, ସୁକାନ୍ତୀ ହଁ କରି ସମୟ ଗଡାଇଚାଲିଲା। ଧିରେ ଧିରେ ଭାଇ ଭଉଣୀର ସମ୍ପର୍କରେ ଫାଟ ପଡିଲା। ତଥାପି ଗୁଣ୍ଡିଚା ସମ୍ପର୍କ ବଞ୍ଚାଇବା ପାଇଁ ଚେ଼ଷ୍ଟା କରୁଥାଏ, ମାତ୍ର ଭଉଣୀ ଭାଇର ତ୍ଯାଗ ବୁଝିପାରୁ ନଥାଏ।ଏପଟେ ସୁକାନ୍ତୀର ଭାଇ ପାଇଁ ନିଜ ଜନ୍ମ କଲା ମା'କୁ ଭୁଲିଯାଇଥାଏ। ଟିକେ ହାଲ୍ ଚାଲ୍ ମଧ୍ଯ ପଚାରିବୁଝୁନଥାଏ।
Loading comments…