by Sudeshna Pradhan ✓ · 6 Oct 2021
ମୁଁ ବିଳମ୍ବ ନ କରି, ସୋରିଷ ଆଣି ଶିଳରେ ବାଟିଲି, ତାକୁ ନେଇ ଡାକ୍ତର ବଗ ବେକରେ ଲଗାଇଲେ, ସେ ବୋଧହୁଏ ସୁସ୍ଥ ଅନୁଭବ କରୁଥିଲା, ଏଥର ବଗଟି ଉଠି ବେକ ଟେକି ରହିଲା, ଡାକ୍ତର ଆଉ ଗୋଟେ ବଟିକା ଖରାବେଳେ ଦେବେ କହି ଚାଲିଗଲେ
Loading comments…
Loading comments…