by Shanti Mishra ✓ · 8 Apr 2020
ପାଖରେ ବସିଥିବା ବୃଦ୍ଧା ଜଣଙ୍କ ତା ଅସହାୟତା ବୋଧେ ବୁଝି ପାରିଲେ l ପଚାରିଲେ ପୁତ୍ର ! ତୁମେ କୋଉଠିକାର ବାସିନ୍ଦା l ପୁତ୍ର (son ) ସମ୍ବୋଧନରେ ସେ ବହୁତ ଆଶ୍ଵସ୍ତି ଅନୁଭବ କରି ସେ ଜଣେ ଭାରତୀୟ ବୋଲି କହିଥିଲା l
Loading comments…
Comments
Loading comments…