by ଶିଶିର ସାହୁ ମନୋଜ ✓ · 16 Nov 2019
ଆଜିର ଦୁନିଆରେ କାହାକୁ ଘୃଣା ଵା ପୂଜା କରିବାର ମାନଦଣ୍ଡ ଏଇଆ ନୁହେଁ ଯେ ଅମକ ଲୋକ ଭଲ ଵା ସମକ ଲୋକ ଖରାପ l ଵରଂ ଲୋକେ ଦେଖନ୍ତି ଯେ ଲୋକଟି ସଡ଼କରେ ଅଛି ନା ଉଚ୍ଚ ସ୍ଥାନରେ ବସିଛି ।
Loading comments…
Loading comments…