by Aravinda Das ✓ · 20 May 2019
ସ୍ମିତ ହସଭରା ମୁହଁରେ ନୁଖୁରୀ ମାଉସୀ ମୋତେ ଲାଗୁଥିଲେ ଜଣେ ଅଦ୍ଵିତୀୟ ମହିଳା ଆଉ ତାଙ୍କ ପାଖରେ ବସିଥିବା ହନୁ ଲାଗୁଥିଲା ଏକ ଅବତାର । ତେବେ ସେ ଅବତାର ମଣିଷ ଅଥବା ଦେବତା, ତା'ର ଉତ୍ତର ଖୋଜୁଥିଲି ମୁଁ ।
Loading comments…
Loading comments…