by Sanuja Meghamala ✓ · 19 Jul 2019
ମୋର କିଛି ମନେ ପଡୁଥିଲା, ଅପା ସେଦିନ ପୁରା ରଣଚଣ୍ଡୀଙ୍କ ପରି ହେଉଥିଲେ।ବୋଉ ତାଙ୍କ ହାତଟାକୁ ଜୋର୍ ରେ ଭିଡ଼ି ଧରିଥିଲା ସେ କହୁଥିଲେ କିଛି କର ନୂଆ ବୋଉ, ନହେଲେ ବାସୁ ଭାଇଟାକୁ ମନୋଜ ମାରିଦେବ ,ବଞ୍ଚା ତାକୁ ସେତିକି ବେଳେ ବଡ଼ ମା କହିଲେ ତା ହାତ ଛାଡ଼ି ଦେ ଅମି ତାକୁ ଯାହା ଉଚିତ୍ ଲାଗିବ ସେ କରିବ ।
Loading comments…
Loading comments…