by shibaram dalai ✓ · 22 Jul 2019
ଭଗବାନ ମୋତେ ମୋର କଲା କର୍ମର ଫଳ ଦେଇସାରିଲେଣି ।ଏବେ ଆମେ ଆପଣଙ୍କୁ ସାଥିରେ ନେଇଯିବା ପାଇଁ ଆସିଛୁ । ବୋହୂର କଥା ନ ସରୁଣୁ ପୁଅ କହିବାକୁ ଲାଗିଲା ହଁ ମାଆ ତୁ ଆମକୁ କ୍ଷମା କରି ଆମ ସାଥିରେ ତୁ ଗଢିଥିବା ଅଧାଗଢା ମନ୍ଦିରକୁ ଚାଲେ ମାଆ ।
Loading comments…
Comments
Loading comments…