by Shanti Mishra ✓ · 10 May 2021
ଦିନେ ସେ ଚାହୁଁ ଥିଲା ଦୁଇ ଜଣକୁ l ଏବେ ଆଉ କଣ ଦରକାର l ନା ମା’ଙ୍କର ଦରକାର ଅଛି ନା ତାର l ତଥାପି ସେ ମା’ଙ୍କୁ କହିବାକୁ ଚାହୁଁଥିଲା କିନ୍ତୁ ଏବେ କଟା ଘାଆରେ ଚୁନ ବୋଳିବାର କିଛି ମାନେ ନାହିଁ l
Loading comments…
Loading comments…