by ABADHOOT PANDA ✓ · 18 Jul 2021
ଚତୁର୍ଥୀ କର୍ମ ଦିନ ଯେତେ ବେଳେ କନ୍ୟାଙ୍କ ଓଢଣୀ ଖୋଲି କକେଇ ଦେଖିଲେ ସେ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ l ଯିଏ ତାଙ୍କ ଜୀବନ ଦୁର୍ଘଟଣା ଗ୍ରସ୍ଥ ସମୟରେ ନିଜର ସ୍ୱତନ୍ତ୍ର ସେବାରେ ଜୀବନ ବଞ୍ଚେଇ ଥିଲେ ଇଏ ସେହି କନ୍ୟା l
Loading comments…
Loading comments…