by Sanuja Meghamala ✓ · 25 Mar 2020
"ମୋତେ କ୍ଷମା କରିଦେବ...ମୁଁ.....ମୋ ଗର୍ଭସ୍ଥ ସନ୍ତାନର ଲିଙ୍ଗ ପରୀକ୍ଷାକୁ ବିରୋଧ କରି ଆଜି ତୁମ ଘର ଛାଡୁଚି " ।ତୁମ ଠାରୁ ଆମ ସନ୍ତାନ ର "ସୁରକ୍ଷିତ ଜନ୍ମ" ର ପ୍ରତିଶୃତି ଆଶା କରୁଥିଲି.. ଯାହା ପାଇ ପାରିଲି ନାହିଁ।
Loading comments…
Comments
Loading comments…