by MANAS KUMAR KAR ✓ · 25 Jun 2020
ସେଇ ଫଟା ସିଟ୍ ଉପରେ ବସିଥିଲେ ମୋ ଭିତରେ ମୋ ବାପାଙ୍କର ଶକ୍ତି ସଞ୍ଚାରିତ ହୁଏ, ମାେ ବାପାଙ୍କ ଇଚ୍ଛା ଶକ୍ତି ଆସି ମୋତେ ଆନ୍ଦୋଳିତ କରାଏ। ମୁଁ ବିଭୋର ହୋଇଯାଏ ତାଙ୍କର ଝାଳୁଆ ବାସ୍ନାରେ।
Loading comments…
Loading comments…