by ପ୍ରିୟଦର୍ଶିନୀ ମହାନ୍ତି ✓ · 5 Sept 2020
"ଆରେ ଆରେ ସବୁ ଗଲା। କେଡେ ଯତନରେ ପଲମଟା ଗଢୁଥିଲି ଯେ ସବୁ ବିଗାଡି ଦେଲୁ ! ଦେଖିଲୁ ଦେଖିଲୁ କେମିତି ତା' ରୂପ ବଦଳି ଗଲା! ଏବେ ୟାକୁ ଭାଙ୍ଗିବାକୁ ପଡିବ। ଏତେ ବଡଟେ ହେଲୁଣି ମାଆକୁ କାମରେ ସାହାଯ୍ୟ କରିବୁ ନା ପାଇଟି ଲଗେଇବୁ ବା.."
Loading comments…
Loading comments…