by Pravanjan Dash ✓ · 1 Apr 2022
ମାମୁନିର ଶରୀର ମୃତ ଅବସ୍ଥାରେ ପାଖ ଅଳିଆ ଗଦା ଭିତରୁ ମିଳିଲା। ପୋଲିସ୍ ଆସି ମୃତ ଦେହକୁ ଜବତ କଲା। ମାମୁନି ଦେହର କଅଁଳ ଗୋରା ଚମ ଉପରେ ଥିଲା କିଛି ହିଂସ୍ର ଦାନ୍ତର ଚିହ୍ନ, ତା’ ଜାମା ଚିରି ଯାଇଥିଲା, କେଶ ଆଲୁରୁ ବାଲୁରୁ ପରି ମୁକୁଳା ଥିଲା।
Loading comments…
Loading comments…