by Sambit Srikumar ✓ · 27 Dec 2020
ବଡ଼ କୌତୁହଳର ସହ ମୁଁ ଦେଖୁଥାଏ ରେଳ ଷ୍ଟେସନକୁ। ମୋର ଭାବନା ରାଇଜରେ କେତେ କଣ ମୁଁ ଚିନ୍ତା କରୁଥାଏ। ଏତିକିବେଳେ ମୁଁ ଲକ୍ଷ୍ଯ କଲି ଟୁଟୁ ଦାଦା ବହି ଷ୍ଟଲ୍ ରୁ ଷ୍ଟାରଡଷ୍ଟ୍ ମାଗାଜିନ୍ ଖଣ୍ଡିଏ କିଣିଲେ।
Loading comments…
Comments
Loading comments…