by Priyaranjan Biswal ✓ · 17 Aug 2021
ବିଗତ ଏକ ବର୍ଷ ମଧ୍ୟରେ ପିଲାମାନେ ନିଜ ପାଇଁ ସାଥି ବାଛି ନେଇଥିଲେ। ସାଥିମାନଙ୍କ ସହ ଭଲ ସମ୍ପର୍କ ବି ତିଆରି କଲେ। ଭଲ ସାଙ୍ଗ ହେଇଗଲେ। ମାତ୍ର କେହି କାହାକୁ ମନର କଥା ସିଧା ସିଧା କହିପାରୁ ନଥିଲେ।
Loading comments…
Loading comments…