by Trushna Das ✓ · 11 Oct 2021
ଇନ୍ସପେକ୍ଟର : କେମତି? ଆପଣଙ୍କ ପାଖରେ ଅଭିମନ୍ତ୍ରିତ ମଙ୍ଗଳସୁତ୍ର ଥିଲା, ମଳୟଙ୍କ ପାଖରେ କବଚ ଥିଲା ଆଉ ଘରକୁ ବନ୍ଧନ କରା ହୋଇଥିଲା ଯେ। ଧାନୀ : ହଁ ସବୁ ହୋଇଥିଲା। ହେଲେ ସମୟ ମୋର ଖରାପ ଥିଲା। ଯେଉଁ ଦିନ ମୋ ସହ ଏମିତି ହେଲା ତା ଆଗ ଦିନ
Loading comments…
Loading comments…