by Satyabati Swain ✓ · 5 Sept 2020
ଏହା ଭିତରେ ବର୍ଷା ଅଳ୍ପ ଅଳ୍ପ ଛାଡୁଥିଲା। ଆମ ଘର ବିନୁ ଦା ଛତା ଓ ସାଇକେଲ୍ ଆଣିଥିଲେ ମୋତେ ନେବା ପାଇଁ।ମୋତେ ଗୋଟା ସୁଦ୍ଧା ଓଦା ଦେଖି ଜିଭ କାମୁଡି ପକାଇଲେ।ସୁମି ଡଲ୍ ମା ! ଏତେ ଓଦା ହୋଇଛ।ମୋ ନାଁ ମୌସୁମୀ ଏଣୁ ବିନୁ ଦା ସୁମି ଡଲ୍ ମା ଡାକନ
Loading comments…
Comments
Loading comments…