by Laxman Kumar Behera ✓ · 1 Jul 2019
ଏଠାରେ ବହୁତ ଝିଅ କାମ କରୁଛନ୍ତି । ତୁମେ ବି ଆସ ମିଶିକି ରହିବା । ଲୋକେ ଦାଦନ ବୋଲି କହିବେ ତ ? କୁହନ୍ତୁ । ଯିଏ ଯାହା କହିଲେ ବି ନିଜର ଆଉ ପରିବାରର ପେଟ ପୋଷିବାକୁ ତ ପଡିବ ନା ।
Loading comments…
Loading comments…