by Narayan chandra Senapati ✓ · 10 Aug 2019
ଦୋଷପାଇଁ ଯେଉଁ ଶିଶୁ ଭୟାତୁର ହୋଇ ପିତା ମାତାଙ୍କ ଆଗରେ ମୁଣ୍ଡ ନୁଆଁଇ ଛିଡାହୁଏ ମାତ୍ର ସମୟର ପଶାପାଲିରେ ତାହା ଓଲଟି ଯାଇଥିଲା।ଆତ୍ମସମ୍ମାନ ହାନୀର ଭୟାନଳରେ ଜଳି ଜଳି ଦୁର୍ଘଟଣାକୁ ବର୍ଣ୍ଣନା କଲେ ପ୍ରିୟବ୍ରତ।ସେ ଥିଲେ କଲେଜର ଜଣେ ମେଧାବୀ ଛାତ୍ର ଯାହାଙ୍କୁ କଲେଜ ବି ଝୁରୁଥିଲା।
Loading comments…
Comments
Loading comments…