by Arundhati Senapati ✓ · 11 Apr 2020
ମୁଁ ଖାଲି ଯାହା ସଂକଳ୍ପ କରେ ଆଉ କେବେ ପୁଣି ଆସିବି କିନ୍ତୁ କର୍ମମୟ ଜୀବନ ଭିତରେ ସେ ସଂକଳ୍ପକୁ ତାଲା ଦେଇ ହୃଦୟର କେଉଁ ନିଭୃତ କୋଣରେ ଫୋପାଡି ଦିଏ। ଭାବନା ରାଜ୍ୟରେ ଖାଲି ବିଚରଣ କରି ହୁଏ, ବାସ୍ତବରେ ପରିଣତ କରିବା ସେତେ ସହଜ ନୁହେଁ।
Loading comments…
Loading comments…